ବସ୍ତା: ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ରୂପସାରେ ଭୋଟିଂ ଚାଲୁଥିବା ବେଳେ ଜଣେ ମହିଳା ଭୋଟର ଅଚେତ ହୋଇଥିବାର ସୂଚନା ରହିଛି। ପ୍ରଶାସନର ଅବ୍ୟବସ୍ଥାରୁ ଏଭଳି ଘଟଣା ଘଟିଛି। ଅସହାୟ ଗରମ ସହ ଅସହାୟ ଗୁଳୁଗୁଳି ବେଳେ ସୁଲୋଚନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦୁଇଟି ବୁଥ ୧୪ ଓ ୧୫ ହୋଇଥିବା ବେଳେ ଭୋଟିଂ ହଲରେ ଫ୍ୟାନ୍ ର ବ୍ୟବସ୍ଥା ନ ଥିବାରୁ ଏ ଭଳି ଘଟଣା ଘଟିଛି।
ଭୋଟିଂ ଚାଲୁଥିବା ବେଳେ ମହିଳା ଭୋଟର ଅଚେତ
/sambad/media/post_attachments/wp-content/uploads/2024/06/1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)