ବରଗଡ଼: ପୁଲିସ କବଜାରେ ଆନ୍ତଜିଲ୍ଲା ପେଶାଦାର ଡକାୟତ ଗ୍ୟାଙ୍ଗ। ଡକାୟତ ଦଳର ୬ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ପାଖରୁ ଗୋଟିଏ ଆର୍ଟିକା କାର ସହ ୨ଟି ସ୍କୁଟି ଓ ବୁଲେଟ ଜବତ କରିଛି ପୁଲିସ। ମାରଣାସ୍ତ୍ର ସହ ଦୋକାନ ପୋଡ଼ିବାକୁ ରଖିଥିବା ସାମଗ୍ରୀ ବି ଜବତ ହୋଇଥିବା ଜଣାଯାଇଚି।
ପୁଲିସ କବଜାରେ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗ, ୬ ଗିରଫ
/sambad/media/post_attachments/wp-content/uploads/2024/03/bargarh-e1700573748668-1200x675-1.jpg)