ବରଗଡ଼: ସାଧାରଣତଃ ନିର୍ବାଚନରେ ଦଳୀୟ ନେତାଙ୍କ ଭିତରେ ବାକ୍ବିତଣ୍ଡା ଦେଖିବାକୁ ମିଳେ। ହେଲେ ଏବେ ନିର୍ବାଚନ ପ୍ରଚାର ସମୟରେ ଦୁଇ ନେତାଙ୍କ ଭେଟଘାଟ ଓ କୋଳାକୋଳି ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ କଂଗ୍ରେସ ପ୍ରାର୍ଥୀ ନିପନ ଦାଶଙ୍କ କୋଳାକୋଳି ହେଉଥିବା ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯାହାକି ବରଗଡ଼ରେ ଆଲୋଚନାର ପ୍ରସଙ୍ଗ ହୋଇଛି।
ବରଗଡ଼: ଚର୍ଚ୍ଚାରେ ନେତାଙ୍କ କୋଳାକୋଳି
/sambad/media/post_attachments/wp-content/uploads/2024/04/b781b97a-3e68-4f60-83be-eb854763f673.jpeg)