ଝାରବନ୍ଧ: ଡଭାଠାରେ ସାପ୍ତାହିିକ ବଜାର ପାଖରେ ଥିବା ପୋଖରୀରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏହା ଉପର ଦେଇ ଅନୁଗୁଳ ଗ୍ରିଡ଼ର ୧୧ ହଜାର କ୍ଷମତା ସଂପନ୍ନ ବିଦ୍ୟୁତ୍ ତାର ଯାଇଛି। ଏହା ପୋଖରୀ ପାଣିରୁ ମାତ୍ର ଅଳ୍ପ ବ୍ୟବଧାନରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଏହା ପାଣିରେ ଲାଗିଲେ ଅନେକ ଧନଜୀବନ ହାନି ହେବାର ଆଶଙ୍କା ରହିଛି। ତେଣୁ ପୋଖରୀ ଓ ବଜାର ଉପରରୁ ଏହାକୁ ବାହାର କରିବା ପାଇଁ ଦାବି ହେଉଛି।
ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ୍ ତାର
/sambad/media/post_attachments/wp-content/uploads/2018/07/brgh-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)