ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ବରଗଡ଼: ବରଗଡ଼ ବ୍ଲକ ସରସରା ଗାଁର ଜଣେ ଚାଷୀ ଶଶି ମିର୍ଦ୍ଧା (୪୦) କୀଟନାଶକ ପିଇବାରୁ ତାଙ୍କୁ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସେ ୪ ଏକର ଜମିରେ କର ଆଣି ଚାଷ କରିଥିଲେ। ହେଲେ ଚକଡ଼ା ମାଡ଼ି ଯିବାରୁ ଫସଲହାନୀ ଘଟିଥିଲା। ମାନସିକ ବିଷାଦରୁ ସେ କୀଟନାଶକ ପିଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର