ପାଇକମାଳ: ପାଇକମାଳରେ ମନ୍ତ୍ରୀ ରିତା ସାହୁଙ୍କୁ ଅଣ୍ତା ମାଡ ପରେ ୬ ଜଣଙ୍କୁ ଗିରଫ କଲା ପାଇକମାଳ ପୁଲିସ । ମନ୍ତ୍ରୀ ରିତା ସାହୁ ପାଇକମାଳ ଯମୁନା କନ୍ଧୁଣୀ ହାଇସ୍କୁଲର ୫ଟି ରୁପନ୍ତରୀକରଣ କାର୍ଯ୍ୟକ୍ରମ ସାରି ନୃସିଂହନାଥ ଏସଏସଡି ହାଇସ୍କୁଲକୁ ଆସୁଥିବା ବାଟରେ ତହସିଲ ଛକରେ ବିଜେପି କର୍ମୀମାନେ କଳା ପତାକା ଦେଖାଇବା ସହ ତାଙ୍କୁ ଅଣ୍ତା ମାଡ କରିଥିଲେ। ଏହି ଘଟଣାରେ ପାଇକମାଳ ପୁଲିସ୍‌ ଏବେ ୬ ଜଣଙ୍କୁ ଗିରଫ କରିଛି।

Advertisment