ବରଗଡ଼: ବରଗଡ଼ ସହରର ୱାର୍ଡ ନଂ-୧୯ ବ୍ରହ୍ମ ବିହାର (ଗୋରୁ ମାର୍କେଟ)ସ୍ଥିତ ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବାର ଖବର ମିଳିଛି। ଏଠାରେ ଗତକାଲି ବିଳମ୍ବିତ ରାତ୍ରିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପିତ୍ତଳ ମୂର୍ତ୍ତି ସହିତ ଦାନ ବାକ୍ସ ଚୋରି ହୋଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ତଦନ୍ତ କରୁଛି।
/sambad/media/post_attachments/wp-content/uploads/2022/04/9e9c0e08-a5be-46b6-adf3-a23e4335bc5a.jpg)
ରାମ ନବମୀ ପୂର୍ବରୁ ଏହି ଘଟଣା ଘଟିଥିବା ହେତୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/630c3405-9902-4a86-a0a5-4284d3609e4d.jpg)