ବରଗଡ଼: ପଦ୍ମପୁର-ପାଇକମାଲ ରାସ୍ତାରେ ମଙ୍ଗଳବାର ହାଇଓ୍ଵା ଧକ୍କା ଦେବାରୁ ୩ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସ୍ଥାନୀୟ ସିଂଘନପୁର ଗ୍ରାମର ୩ଜଣ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି।
ବରଗଡ଼: ପଦ୍ମପୁର-ପାଇକମାଲ ରାସ୍ତାରେ ହାଇଓ୍ଵା ଧକ୍କା ଦେବାରୁ ୩ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2018/12/accident-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)