ବରଗଡ଼: ବରଗଡ଼ ରେଳ ଷ୍ଟେସନ ନିକଟରେ ଥିବା ଗଣେଶ ମନ୍ଦିରର ପୂଜକଙ୍କୁ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଟାଉନ୍ ପୁଲିସ୍ ଗିରଫ କରିଛି। ମଂଗଳବାର ସଂଧ୍ୟାରେ ସଂପୃକ୍ତ ମହିଳା ମନ୍ଦିର ପରିସରରେ କାର୍ଯ୍ୟରତ ଥିବା ସମୟରେ ପୂଜକ ଲିଂଗରାଜ ଷଡ଼ଙ୍ଗୀ କୁଆଡ଼େ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ମହିଳାଙ୍କ ପରିବାର ବର୍ଗ ଓ ପଡ଼ାବାସୀ ଟାଉନ ଥାନାରେ ଏତଲାକୁ ଦେଲା ପରେ ପୁଲିସ୍ ମାମଲା ରୁଜୁ କରି ଶ୍ରୀ ଷଡ଼ଙ୍ଗୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ମନ୍ଦିର ପୂଜକ ଗିରଫ
/sambad/media/post_attachments/wp-content/uploads/2017/10/delhi_rape_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)