ଭଦ୍ରକ: ଭଦ୍ରକ ଜିଲ୍ଲାର ଆମ୍ବରୋଲି ଗାଁରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୧୦ ବଖରା ଭସ୍ମୀଭୂତ ହୋଇ ଯାଇଛି। ଚାରି ଜଣଙ୍କ ଏହି ଘର ଗୁଡ଼ିକରେ ଅଚାନକ ନିଆଁ ଲାଗିବାରୁ ଅଳ୍ପ ସମୟ ମଧ୍ୟରେ ଚାରିଆଡେ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ୨ଟି ଗାଡ଼ି ସହ ପହଂଚିବା ବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇ ସାରିଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନାହିଁ।
ଭଦ୍ରକରେ ଅଗ୍ନିକାଣ୍ଡ, ୧୦ ବଖରା ଭସ୍ମୀଭୂତ
/sambad/media/post_attachments/wp-content/uploads/2019/02/01fire-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)