ଭଦ୍ରକ: ରବିବାର ଦିନ ବାସୁଦେବପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମାଧବାନନ୍ଦ ମଲିକ ବିଜେପିରେ ଯୋଗ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବହୁ କଂଗ୍ରେସ କର୍ମୀଙ୍କ ସହ ସେ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି।
ଏହାଛଡ଼ା ଅନ୍ୟ କେତେକ କଂଗ୍ରେସ ଓ ବିଜେଡି କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।