ଭଦ୍ରକ: ମେଡିକାଲ ପରିସରରେ ବ୍ୟାଗ ଭିତରୁ ଉଦ୍ଧାର ହେଲା ନବଜାତକ ଶିଶୁର ମୃତ ଶରୀର। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବ୍ୟାଗ ଭିତରୁ ନଵଜାତ ଶିଶୁର ମୃତଦେହକୁ ଦେଖି ସମସ୍ତେ ବିସ୍ମିତ ହୋଇଥିଲେ। ଅଧିକ ଚଳଚଞ୍ଚଳ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳୁ ସଫେଇ କର୍ମଚାରୀମାନେ ନବଜାତ ଶିଶୁ ବ୍ୟାଗ ଭିତରେ ଦେଖି ମେଡିକାଲ କତ୍ତୄପକ୍ଷଙ୍କୁ ଖବର ଦେଇଥିଲେ।
ଏହି ନବଜାତ ଶିଶୁଟି କାହାର ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଶିଶୁଟିକୁ କେଉଁ ପରିସ୍ଥିତିରେ ଜୀବିତ ନା ମୃତ ଅଵସ୍ଥାରେ କିଏ ପକାଇ ଦେଇଛି ସେନେଇ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-28.png)