ଭଦ୍ରକ: ଏକ ହତ୍ୟାକାଣ୍ଡରେ ଜଡ଼ିତ ମା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଆଶିଷ କୁମାର ତ୍ରିପାଠୀ। ୨୦୨୦ ମସିହାରେ ଭଦ୍ରକ ସହର ସନ୍ନିକଟ ଗେଲଟୁଆ ପଞ୍ଚାୟତ ବଗମରା ଆଦିବାସୀ ସାହି କଟିଆ ମୁଣ୍ଡା ହତ୍ୟାକାଣ୍ଡ ମାମଲାରରେ ଏଭଳି ରାୟ ଆସିଛି।
ଏହି ମାମଲାର ଦୁଇ ଅଭିଯୁକ୍ତ ସେହି ଗ୍ରାମର ବାମନ ମୁଣ୍ଡାଙ୍କ ପୁତ୍ର ବେତାଳ ଓରଫ ଅନାମ ମୁଣ୍ଡା (୨୫) ଓ ଘନ ମୁଣ୍ଡାଙ୍କ ପତ୍ନୀ ଲୁସୁରି ମୁଣ୍ଡ (୪୯)ଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/COURT-ORDER-JUSTICE-LAW-INSIDER.jpg)