ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ସମସ୍ତ ପ୍ରମାଣ ଥାଇ ବି ଅଭିଯୁକ୍ତଙ୍କୁ ଗିରଫ କରୁନି ପୁଲିସ : ଅପହୃତା ଯୁବତୀ ଉଦ୍ଧାର ନ ହେଲେ ଆନ୍ଦୋଳନ

ଭଦ୍ରକ : ଭଦ୍ରକ ପୁରୁଣାବଜାର ଅଞ୍ଚଳର ଜଣେ ସଂଖ୍ୟାଲଘୁ ଯୁବତୀଙ୍କୁ ଅପହରଣ କରିନିଆଯିବାର ମାସେ ବିତିଗଲାଣି। ଅପହର୍ତ୍ତା ଓ ଅପହରଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିଷୟରେ ପୁଲିସ ଜାଣିଥିଲେ ବି ଏଯାଏ କାହାକୁ ଗିରଫ କରିନାହିଁ। ଭଦ୍ରକ ଜିଲ୍ଲାର ପୁରୁଣାବଜାର ଥାନା ଏକ ସମ୍ବେଦନଶୀଳ ଥାନା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ: ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଅଞ୍ଚଳରେ ଥିବା ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଧାନ ଗୋଦାମ ଓ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଅଡୁଆ ଧରୁଛି ଧାନ କିଣା; ଚିନ୍ତାରେ ଚାଷୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ୯୮ଟି ସେବା ସମବାୟ ସମିତି ଓ ୫୪ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥଲା। ଡିସେମ୍ବର ମାସରୁ ଧାନ କିଣା ସରକାରୀ ଭାବେ ଆରମ୍ଭ କରାଯାଇଥିଲେ ମଧ୍ୟ ବାସ୍ତବରେ ଅନେକ ମଣ୍ଡି ଖୋଲାଯାଇ ନାହିଁ।…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ପାଇଁ ଏସ୍‌ପି ଅଫିସ୍ ଆଗରେ ଧାରଣା ଦେଲେ ନିର୍ଯାତିତ ମହିଳା

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅର୍ନ୍ତଗତ ସିନ୍ଦୋଳ ଗ୍ରାମର ମନୋରମା ମହାନ୍ତି ନାମଙ୍କ ଜଣେ ବିବାହିତା ମହିଳା ନିଜର ଶଶୁର ଘର ଲୋକଙ୍କ ଦ୍ବାରା ନିର୍ଯାତନାର ଶିକାର ହେବା ପରେ ଏବେ ବାପ ଘରେ ଦୁଃଖ‌ରେ ଦିନ ବିତାଉଛନ୍ତି। ତାଙ୍କ ଉପରେ ହୋଇଥିବା ନିର୍ଯଶତନାକୁ ନେଇ ସେ ତିହିଡି…
ଅଧିକ ଖବର ଦେଖନ୍ତୁ...

କୃଷି ଆଇନ ବିରୋଧରେ ସିଟୁ ପକ୍ଷରୁ ପ୍ରତିବାଦ

ଭଦ୍ରକ: କେନ୍ଦ୍ର ସରକାରଙ୍କର କୃଷି ଆଇନ୍ ଓ କୃଷକ ମାରଣ ନୀତିକୁ ନେଇ ଆଜି ଜିଲ୍ଲା ସିଟୁ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ଭଦ୍ରକର ବନ୍ତଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଭଦ୍ରକ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ପ୍ରତିବାଦ ସଭା କରିଥିଲେ। କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ତିହିଡ଼ିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୪ଟି ଦୋକାନ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ତିହିଡ଼ିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୪ଟି ଦୋକାନ ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ବିଳମ୍ବିତ ରାତି ୧୨ଟା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି। ତିହିଡ଼ି ଦମକଳ ବାହିନୀ…
ଅଧିକ ଖବର ଦେଖନ୍ତୁ...

ମେଡିକାଲ କଲେଜ ପ୍ରସଙ୍ଗରେ ଭଦ୍ରକ ନେତା ଫେଲ୍‌

ଭଦ୍ରକ, (ଡ. ହରିହର ନାୟକ): ମାଟିର ସ୍ବର ପାଇଁ ପାର୍ଟି ବଡ଼ ନୁହେଁ। ମାତ୍ର ପାର୍ଟି ପାଇଁ ମାଟିର ଲଢେଇରେ ଭଦ୍ରକ ଜିଲ୍ଲାର ରାଜନେତାମାନେ ଫେଲ୍ ମାରିଛନ୍ତି। ଗଲା ୨୦ ବର୍ଷରୁ ଅଧିକ ସମୟ ଧରି ଭଦ୍ରକ ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ଆନ୍ଦୋଳନ, ଧାରଣା, ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଯୋଗାଣ ଅଫିସ ସମ୍ମୁଖରେ ଚାଷୀମାନଙ୍କ ଧାରଣା

ଭଦ୍ରକ: ସେବା ସମବାୟ ସମିତିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବାରୁ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଚାଷୀ। ଭଦ୍ରକ ବ୍ଲକ ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ ଦିଆଯାଇଥିବାରୁ ଆଜି ଭଦ୍ରକ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟ ଆଗରେ ଚାଷୀ ଙ୍କର ବିକ୍ଷୋଭ ଓ ଧାରଣା…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତିବାଦରେ ଭଦ୍ରକରେ ବି‌କ୍ଷୋଭ ପ୍ରଦର୍ଶନ

ଭଦ୍ରକ: କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ଭଦ୍ରକ ବିଜେପି ଯୁବମୋର୍ଚା ତରଫରୁ ଟାଉନ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।  ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

କାରକୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ହେଲେ ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମୀନା ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଇଛି। ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...