ବିଧାୟକ ସଂଜୀବ ମଲ୍ଲିକ ଓ ସାଂସଦ ମଂଜୁଲତା ମଣ୍ଡଳଙ୍କ ଆଶୁ ଆରୋଗ୍ୟ କାମନା କରି ଭଦ୍ରକରେ ଦୀପଦାନ

ଭଦ୍ରକ: ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ସାଂସଦ ମଂଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ୭ ନମ୍ବର ୱାର୍ଡ ବାସୀଙ୍କ ପକ୍ଷରୁ ଗବସାହି ଦୁର୍ଗା ମଣ୍ଡପ ନିକଟ ଶିବ ମନ୍ଦିର ଠାରେ ଆଜି ସନ୍ଧ୍ୟାରେ ସମସ୍ତ ପ୍ରକାର କରୋନା କଟକଣା ପାଳନ କରି ସମୁହ ଦୀପଦାନ କରାଯାଇଛି।

ସମ୍ବନ୍ଧିତ ଖବର