ଭଦ୍ରକ: ଆଜି ଦ୍ୱିତୀୟ ଦିନରେ ଭଦ୍ରକ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଭଦ୍ରକ ଜିଲ୍ଲା ସଦର ମହକୁମାରେ ଜାତୀୟ ରାଜପଥ ଅବରୋଧ କରିବା ସହ ବନ୍ତ ଛକରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଳକମାନେ। ଆନ୍ଦୋଳନ ଯୋଗୁଁ ବସ ଓ ଟ୍ରକ୍ ସେବା ବନ୍ଦ କରିଛି। ଲୋକମାନେ ଯାତାୟତରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ବନ୍ତ ଛକରେ ଭଦ୍ରକ ଡ୍ରାଇଭର ସଂଘର ଆନ୍ଦୋଳନ
/sambad/media/post_attachments/wp-content/uploads/2023/03/ad47c232-929e-46c9-87d2-798f83ddab85.jpg)