ଧାମନଗର: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ଚାଲିଥିବା ଏକ ବେଆଇନ ସ ମିଲ ଉପରେ ଆଜି ବନ ବିଭାଗର ଭିଜିଲାନ୍ସ ଟିମ ମିଳିତ ଭାବରେ ଚଢାଉ କରିଛି। ବିନା ଲାଇସେନ୍ସରେ ଏହି ସ ମିଲ ଧାମନଗରର ମୂଳନା ସାହିରେ ଚାଲୁଥିଲା। ଚଢାଉ ବେଳେ ୭୫.୨୫ ସି ଏଫ୍ ଟ ଦାମୀ କାଠ ଓ କାଠ କଟା ଯନ୍ତ୍ରପାତି ଜବତ କରାଯାଇଥିଲା। ଯାହାର ମୂଲ୍ୟ ୧୨ ଲକ୍ଷ ୩ ହଜାର ୬୫୫ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚଢାଉ ବେକେ କାହାକୁ ଗିରଫ କରାଯାଇନାହିଁ।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/29/2025-01-29t142309426z-whatsapp-image-2025-01-03-at-23901-am.jpeg)
/sambad/media/media_files/2025/07/19/dhamnagar-2025-07-19-20-24-37.jpeg)