ଭଦ୍ରକ: ଆୟବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ମଙ୍ଗଳବାର ଭଦ୍ରକ ଜିଲ୍ଲା କେ-ଅପରେଟିଭ୍ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଚଢ଼ାଉ କରିଛି। ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ବ୍ୟାଙ୍କ ମ୍ୟାନେଜର ଅଜିତ ହୋତାଙ୍କ ଘରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି।
ଭଦ୍ରକ ଜିଲ୍ଲା କୋ-ଅପରେଟିଭ୍ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ
/sambad/media/post_attachments/wp-content/uploads/2018/12/vigilance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)