ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଅନ୍ତର୍ଗତ ରାଆଣ୍ଡିଆ ଥାନାସ୍ଥିତ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୭ବଖରା ଭସ୍ମିଭୂତ ହୋଇଛି। ଏହି ଘଟଣାରେ ଆନୁମାନିକ ୨ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲେ ହେଁ ସୌଭଗ୍ୟବଶତଃ କାହାରି ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବେଣୁଧର ଧଳ ଓ ସିରିଆ ଧଳ ଆଜି ସନ୍ଧ୍ୟାରେ ଗୁହାଳରେ ମଶା ଧୁଆଁ ଦେଉଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/final_bstSnapshot_792461.jpg)