ପୁରୁଣା କଟକ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କରୋଡାକୋଠାଠାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଆଜି ସକାଳୁ ଏକ ବାଇକ( ଓଡ଼ି୨୫ ଇ ୦୮୫୪) ଚାଳକ ଚାରିଛକ ପଟରୁ ମାଧପୁର ପଟକୁ ଯାଉଥିବା ସମୟରେ କରୋଡାକୋଠାଠାରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ ।
/sambad/media/post_attachments/wp-content/uploads/2022/10/b02de1b4-3500-40fc-b85d-15213fe3c7b9-169x300.jpg)
ଘଟଣା ସ୍ଥଳରେ ଯୁବକର ମୃତ୍ୟୁ ହୋଇଯାଇଛି । ଖବର ପାଇ ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/b02de1b4-3500-40fc-b85d-15213fe3c7b9-1.jpg)