ଭୁବନେଶ୍ୱର: କେନ୍ଦୁଝର ସଦର ବିଧାନସଭା ର୍ନିବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ ଫୁଟିଛି। ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝି ବିଜୟୀ ହୋଇଛନ୍ତି। ସେ ୧୧୮୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ଗତ ଦୁଇଟି ଟର୍ମ ଧରି କେନ୍ଦୁଝର ଆସନକୁ କବଜା କରିଆସୁଥିଲା ବିଜୁ ଜନତା ଦଳ। ତେବେ ବିଜେଡି ରଣନୀତିକୁ ମାତ ଦେଇ କେନ୍ଦୁଝର ସଦର ଆସନରୁ ପୁଣି ଥରେ ବିଜୟଟିକା ପିନ୍ଧିଛନ୍ତି ମୋହନ ମାଝି।
କେନ୍ଦୁଝରରେ ଫୁଟିଲା ପଦ୍ମ, ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୧୧୮୯ ଭୋଟରେ ମାତ୍ଦେଲେ ମୋହନ ମାଝି
/sambad/media/post_attachments/wp-content/uploads/2019/05/Keonjhar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)