ଭୁବନେଶ୍ୱର: ଆସ୍କା ଲୋକସଭା ଆସନରୁ ବିଜେଡି ଟିକେଟରେ ପ୍ରମିଳା ବିଷୋୟୀ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ସୁନିତା ପ୍ରିୟଦର୍ଶିନୀଙ୍କୁ ପରାସ୍ତ କରିଛି।
ସେହିପରି ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କା, କବିସୂର୍ଯ୍ୟନଗର, ସୋରଡା, ହିଂଜିଳି, ଖଲ୍ଲିକୋଟ ଓ ପୋଲସରା ବିଧାନସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଆସ୍କା: ମଂଜୁଳା ସ୍ୱାଇ
କବିସୂର୍ଯ୍ୟନଗର: ଲତିକା ପ୍ରଧାନ
ସୋରଡା: ପର୍ଣ୍ଣଚନ୍ଦ୍ର ସ୍ୱାଇଁ
ହିଂଜିଳି: ନବୀନ ପଟ୍ଟନାୟକ
ଖଲ୍ଲିକୋଟ: ସୂର୍ଯ୍ୟମଣୀ ବୈଦ୍ୟ
ପୋଲସରା: ଶ୍ରୀକାନ୍ତ ସାହୁ
ସାନଖେମୁଣ୍ଡି: ରମେଶ ଜେନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Aska.jpg)