ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବାଘମାରୀଥାନାପଂଙ୍ଗାରସିଂହଗ୍ରାମରେବେଆଇନ ବାଣ ପ୍ରସ୍ତୁତି ବେଳେ ପ୍ରବଳ ବିସ୍ଫୋରଣ ହୋଇଛି ଏଥିରେଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମେତ ମୋଟ ୩ ଜଣ ଗୁରୁତରହୋଇଥିବାଜଣାଯାଇଛିଘରେବାଣଭିଡୁଥିବାବେଳେଏହିବିସ୍ଫୋରଣ ହୋଇଥିଲା ।

Advertisment

ମିଳିଥିବାସୂଚନାନୁସାରେଆଗକୁଦୋଳଯାତ୍ରାଥିବାରୁ ଏବେଗାଁଗାଁରେବାଣପ୍ରସ୍ତୁତି ଆରମ୍ଭହୋଇଛିଆଜିସଂଧ୍ୟାରେପଙ୍ଗାରସିଂହଗ୍ରାମରଶେକସୋରାବଖାଁଙ୍କଘରେଦୋଳଯାତ୍ରାପାଇଁବେଆଇନଭାବେଗଛବାଣ, ତୋପ,ଛୋଟବମତିଆରିଚାଲୁଥିବାବେଳେଅଚାନକବିସ୍ପୋରଣଘଟିଥିଲାବିସ୍ପୋରଣଏତେତୀବ୍ରଥିଲାଯେତାଙ୍କ୨ବଖରାଘରରଆଜବେଷ୍ଟସ ଉଡିଯିବାସହିତ୪ଜଣଗୁରୁତରହୋଇଥିଲେତୁରନ୍ତସେମାନଙ୍କୁଖୋର୍ଦ୍ଧାଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେସେମାନଙ୍କ ଅବସ୍ଥା ଗୁରୁତରହେବାରୁ ସେମାନଙ୍କୁ ଭୁବନେଶ୍ୱରହସ୍ପିଟାଲରେଭର୍ତ୍ତିକରାଯାଇଛି ଚିକିତ୍ସାଧୀନ ଅବସ୍ଥାରେ ସୁକୁଟି ବିବିଙ୍କର ମୃତ୍ୟୁ ହୋଇଥିବା ବେଳେ, ରୁକୁସାନବିବି, ଫାତୁଲାନାବିବିଏବଂଅନ୍ୟଜଣେଗୁରୁତରହୋଇଛନ୍ତିଘଟଣାସ୍ଥଳରେଖୋର୍ଦ୍ଧାଏସପିରାଜକିଶୋରଦୋରା,ଏସଡିପିଓସୁଶିଲମିଶ୍ରପହଂଚିତଦନ୍ତଆରମ୍ଭକରିଛନ୍ତିସୂଚନାଥାଉକିଗତଦୀପାବଳିସମୟରେଶେକସୋରାବଖାଁବେଆଇନଭାବେବାଣତିଆରିକରିବାଘଟଣାରେଜେଲଯାଇଥିଲେ।

ବିବାହ, ବ୍ରତହେଉଅବାଯାନିଯାତ୍ରାସବୁଠିବାଣରଚାହିଦାରହିଛିଏହିବାଣରଆବଶ୍ୟକତାକୁନେଇକେତେକଅସାଧୁବ୍ୟକ୍ତିବେଆଇନଭାବେବାଣତିଆରିକରିବେଗୁନିଆବ୍ଲକଅଂଚଳସହିତଜଟଣୀ,କଳାପଥର,ଖୋର୍ଦ୍ଧାଆଦିଅଂଚଳକୁବାଣପଠାଇଲକ୍ଷଲକ୍ଷଟଙ୍କାଲାଭବାନହେଉଛନ୍ତିବେଗୁନିଆବ୍ଲକଅଂଚଳରପଙ୍ଗାରସିଂହ,ଲେଖନପୁର ,କଣ୍ଟାବାଡ, ସିକୋଆଦିଗ୍ରାମରେବେଆଇନଭାବେବାଣତିଆରିକାରଖାନାଚାଲୁଛିପୂର୍ବରୁବାଣତିଆରିବେଳେଅଘଟଣଘଟିସିକୋରେ୬ଜଣ,ଲେଖନପୁରରେଜଣେ, ପଙ୍ଗାରସିଂହରେଜଣେମୃତାହତହୋଇଥିବାବେଳେବିଗତବର୍ଷକଣ୍ଟାବାଡରେବାଣବିସ୍ପୋରଣଘଟିଛାତଘରଭାଙ୍ଗିପଡିଥିଲା

ଅଂଚଳରେବାଣତିଆରିକାରଖାନାବର୍ଷତମାମଚାଲୁଥିବାବେଳେବାଘମାରୀଏବଂବେଗୁନିଆପୁଲିସଦୁର୍ଘଟଣାଘଟିଲେଚଳଚଂଚଳହୋଇଥାଏବୋଲିସାଧାରଣରେଆଲୋଚନାହେଉଛିବାଣତିଆରିକୁନେଇଗ୍ରାମବାସୀଭୟଭୀତଅବସ୍ଥାରେଥିବାବେଳେଅଭିଯୋଗହେଲେମଧ୍ୟପୁଲିସକାର୍ଯ୍ୟାନୁଷ୍ଠାନନେବାରଦୁରକଥାବଂରପୁଲିସସବୁଜାଣିନଜାଣିବାରଅଭିନୟକରୁଥିବାଗ୍ରାମବାସୀଅଭିଯୋଗକରିଛନ୍ତି