ଜଳେଶ୍ୱର ଜ୍ଞାନବିକାଶ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର

ରକ୍ତଦାନ କଲେ ୬୩ ଛାତ୍ର

ଜଳେଶ୍ୱର-ଜଳେଶ୍ୱରର ସହର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ ନନ୍ଦୀକା ସ୍ଥିତ ଜ୍ଞାନବିକାଶ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଏକ ରକ୍ତଦାନ ଶିବିର ‘ସମ୍ବାଦ’-ଆମ ଓଡିଶା ସହଯୋଗରେ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ରେ ମୋଟ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଶିବିର ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଲେଲିନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଅନୁପ କୁମାର ପଣ୍ଡାଙ୍କ ସ°ଯୋଜନା ରେ ଏକ ସଚେତନତା ସଭା ଆୟୋଜିତ ହେବା ସହ ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବକ୍ତବ୍ୟ ରେ ରକ୍ତଦାନ ପରି ମହତ ଦାନକୁ ଆପଣେଇନେବାକୁ ଛାତ୍ର ଓ ଯୁବଗୋଷ୍ଠୀ ଙ୍କୁ ଆହ୍ବାନ ଦେଇଥିଲେ।

ଏହାପରେ ଅନୁଷ୍ଠିତ ଶିବିର କୁ ଜଳେଶ୍ବର ଓକିଲ ସ°ଘର ନବନିଯୁକ୍ତ ସଭାପତି କୁଞବିହାରୀ ଦାସ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଙ୍ଘର ସଭାପତି କମଳ ଚକ୍ରବର୍ତ୍ତୀ ଅନ୍ୟତମ ଅତିଥି ଭାବେ ସମ୍ପାଦକ ଇ° ହୃଷିକେଶ ସାହୁ,ଓକିଲ ସ°ଙ୍ଘର ଉପସଭାପତି ମଳୟ କୁମାର ମହାନ୍ତି,ବାଲେଶ୍ବର ରକ୍ତଭଣ୍ଡାରର ଅଧିକାରୀ ଡା ମହେଶ କୁମାର ବିଶ୍ବାଳ,ରକ୍ତଦାତା ସଙ୍ଘର ଅନ୍ୟତମ ପଦାଧିକାରୀ ସୁବ୍ରତ କୁମାର ରଣା,ରୋଟାରୀ କ୍ଲବର ସଭାପତି ନନ୍ଦନ ଦତ୍ତ, ସାମ୍ବାଦିକ ମନୋଜ କୁମାର ଭୂୟାଁ,ଭୂପତୀ ପରିଡା,ସୁକୁମାର ରଣା ପ୍ରମୁଖ ଯୋଗଦେବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଉତ୍ତର ଓଡ଼ିଶା ସଂସ୍କରଣର ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ, ଜଳେଶ୍ବର ସମ୍ବାଦ ବ୍ଲକ ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ସତ୍ୟବ୍ରତ ପ୍ରଧାନଙ୍କ ସହ ଅନୁଷ୍ଠାନର ପଦାଧିକାରୀ ରବିନାରାୟଣ ଚନ୍ଦ,ପ୍ରଦୀପ ମହାନ୍ତି, ଜୟନ୍ତ କର,ପ୍ରିୟବ୍ରତ ପ୍ରଧାନ,ଅକ୍ଷୟ ଭଞ୍ଜ, ମୋନାଲିସା ମିସ୍ତ୍ରୀ, ରବିନ୍ଦ୍ର ଦାସ,ଲକ୍ଷ୍ମୀନାରାୟଣ ପ୍ରଧାନ,ପ୍ରଶାନ୍ତ ପରିଡା, ବ୍ରଜମୋହନ ପାତ୍ର,ତପନ କୁମାର ଜେନା, ବିଶ୍ବଭୂଷଣ ଜେନା, ଅନୁରାଧା ମହାପାତ୍ର, କମଳଲୋଚନ ଗିରି, ଅରୁଣ କୁମାର ଜେନା, ସତ୍ୟଜିତ ମହାପାତ୍ର, ସବ୍ୟସାଚୀ ପରିଡା, ସପନ ପାତ୍ର,ସୁମିତା ବେହେରା, ଶୁଭଶ୍ରୀ ପରିଡା,କାଞ୍ଚନ ବାରିକ,ଜ୍ୟୋତ୍ସ୍ନା ଦେ ପ୍ରମୁଖ ଶିବିରକୁ ପରିଚାଳନା କରିଥିବାବେଳେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।ଡା ବିଶ୍ଵାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଷ୍ଟାପ ନର୍ସ ସ୍ବାତୀ ସୁଚରିତା ରାଜ,ଟେକ୍ନିସିଆନ ଅକ୍ଷୟ କୁମାର ଜେନା, ଅଜୟ କୁମାର ମହାପାତ୍ର ଓ ନରେନ୍ଦ୍ର ମଲ୍ଲିକ ରକ୍ତ ସଂଗ୍ରହ କରିଥିଲେ। ଶ୍ରୀ ପ୍ରଧାନ ସମସ୍ତ ରକ୍ତ ଦାତାଙ୍କୁ ଧନ୍ୟବାଦ ଦେଇଥିଲେ।


ରକ୍ତଦାତା ଜୀବନ ଦାତା- ସୁବ୍ରତ ପ୍ରଧାନ,ସୁକୁମାର ଟୁଡୁ,ପଲଷ ପଲ,ଉତ୍ତମ ସାଉ, ପ୍ରାର୍ଥ ବେଜ,ସୁଶାନ୍ତ ପାତ୍ର, ସତ୍ୟବ୍ରତ ପ୍ରଧାନ, ରଜେନ୍ଦ୍ର କୁମାର ପାତ୍ର,ସୌରଭ ଦାସ,ଆଶିଷ ଦାସ,ସୁଦୀପ ଘୋଷ, ଜଗବନ୍ଧୁ ପାତ୍ର, ଚନ୍ଦନ ବେହେରା, ସମୀର କୁମାର ଦାସ, ସ୍ୱୟଂ କର,ତନ୍ମୟ ଚାନ୍ଦ,ନୀଳାଦ୍ରି ରାୟ, ଇନ୍ଦ୍ରଜିତ ଦେ,ରିତେଶ ମହାପାତ୍ର, ଅର୍ଜିତ ଦେ,ଶୁଭମ ଘୋଷ, ସୌରଭ ଦାସ,ମିରନାଲ କାନ୍ତି ଜାନା, ସୌରଭ କରଣ, ସୁଦୀପ ଦାସ, ସୁବ୍ରତ ପ୍ରଧାନ, ତ୍ରିପଟେନ୍ଦୁ ମାନା, ସୁଜିତ କୁମାର ସିଂ,ଚନ୍ଦ୍ରଶେଖର ପାତ୍ର, ଜୀବନ କୃଷ୍ଣ ପାତ୍ର, ଜୟନ୍ତ ସନ୍ତ୍ରା,ରଣବ୍ରତ ମିଶ୍ର, ଶିବଶଙ୍କର ଅଣ୍ଡିଆ,ଦୀପକ ସାହୁ,ଗୌରଗୋପାଳ ବେହେରା, ଭାବତୋଷ ପହରି, ଶୁଭଙ୍କର ଜେନା,ସତ୍ୟପ୍ରକାଶ ଜେନା,ସୂର୍ଯ୍ୟକାନ୍ତ କୁଳିଆ,ମାଣିକ ସେନ,ଦୀପଙ୍କର ମାଇତି,ରୋହିତି ମାଇତି, ସତ୍ୟଜିତ ଭଞ୍ଜ,ଅଶୋକ ଚୌରାଶିଆ,ସୌମ୍ୟସାଗର କାମିଳା, ଚନ୍ଦନ ଦଲାଇ, ଶିବ ଶଙ୍କର ଜେନା,ଲେଲିନ କୁମାର ପ୍ରଧାନ,ଶିବଦତ୍ତ ପ୍ରଧାନ, ବିଶ୍ୱଭୂଷଣ ଜେନା,ସବାସୀଷ ଦାଶ, ଓଁ ପ୍ରକାଶ ଗୁପ୍ତା, କାର୍ତିକ ଚନ୍ଦ୍ର ଦେ, ଭବାନୀ ଶଙ୍କର ଦେ,ଶାନ୍ତୁନ ଜେନା,ତପନ କୁମାର ଜେନା, ସୋମନାଥ ଜାନା।

ସମ୍ବନ୍ଧିତ ଖବର