ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ, ‘ସମ୍ବାଦ’ ଓ ଆମ ଓଡ଼ିଶା, ଲକ୍ଷ୍ମୀପ୍ରସାଦ ରକ୍ତ ଦାତା ସଙ୍ଘ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଓଡିଶା ଡ୍ରାଇଭର ମହାସଂଘ, ପତଞ୍ଜଳୀ ଯୋଗ ସମିତି ଏବଂ ମା ଅନ୍ନପୂର୍ଣ୍ଣା ଇଣ୍ଡିଆନ ଗ୍ରାମୀଣ ବିତରକର ମିଳିତ ସହଯୋଗରେ ସୋମବାର ଏକ ରକ୍ତଦାନ ଶିବିର ‘ସମ୍ବାଦ’ ପ୍ରତିନିଧି ନବକିଶୋର ମେହେର ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ମେହେର, ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ଆୟୁଷ ଡାକ୍ତର ରମାକାନ୍ତ ନନ୍ଦ, ଡାକ୍ତର ମୋନଜ କୁମାର ମିର୍ଦ୍ଧା ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ବୌଦ୍ଧ ରକ୍ତ ଭଣ୍ଡାରର ଡାକ୍ତର ମନୋଜ କୁମାର ମିର୍ଦ୍ଧା, ଡିପିସି ରଘୁନାଥ ସାହୁ , ଟେକନିସିଆନ ଦିଲ୍ଲୀପ କୁମାର ଭୋଇ, ବ୍ଲଡ଼ ବ୍ୟାଙ୍କ ଆସିଷ୍ଟାଣ୍ଟ ସୁଶାନ୍ତ ବେବର୍ତା ସହ ବୌଦ୍ଧ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ମାନେ ଯୋଗଦେଇ ୫୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ପ୍ରତିନିଧି ନବକିଶୋର ମେହେର ପରିଚାଳନା କରିଥିବାବେଳେ ସାମ୍ବାଦିକ ମନୋରଞ୍ଜନ ନାଏକ, ଜଗଦିଶ ବାରିକ, ହୃଦାନନ୍ଦ ମେହେର, ଦେବକିଶୋର ସାହୁ, ଜୀବର୍ଧନ ମେହେର, ମିଳୁ ମେହେର, ଡୁଲାମଣି ମେହେର, ଦେବେକିଶୋର ମେହେର, ପ୍ରମୋଦ ମେହେର, ଖିରେନ୍ଦ୍ର ମେହେର,ସନ୍ତୋଷ ମେହେର, ଲୋଚନ ମେହେର, ଅରୁଣ ମେହେର, ଗୁପ୍ତେଶ୍ୱର ବେହେରା, ମୁଟୁ ମେହେର, ରଞ୍ଜିତ ମେହେର, ଓଡିଶା ଡ୍ରାଇଭର ମହାସଂଘ ସଭାପତି ସୋମନାଥ ବେହେରା, ରକ୍ତଦାତା ସଙ୍ଘର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ।
ରକ୍ତଦାତା ଜୀବନ ଦାତା ମାନେ ହେଲେ- ଡମ୍ବରୁ ମେହେର, ଜଗନ ବେଜି, ବୁଦ୍ଧରାମ ମେହେର, ଏକାଦୋଶୀ ରଣା, ସଞ୍ଜୀବ କଳତା, ସୁନୀଲ ମେହେର, ଅଞ୍ଜନ ସାହୁ, ବିଶ୍ଵାମିତ୍ର ମେହେର, ମୀନକେତନ ଦେହୁରୀ, ଗିରିଧାରୀ ଜେନା, ବିମଲ ଦେହୁରୀ, ଗୁରୁ ମେହେର, ହାଡିବନ୍ଧୁ ଗିରି, ସୁମନ୍ତ ମେହେର, ସୁସେଣ ମେହେର, ଡୋଲକ୍ଷମଣୀ ମେହେର, ବୀର ମେହେର, ରବୀନ୍ଦ୍ର ମେହେର, ରଞ୍ଜିତ ମେହେର, ନେପାଳ ମେହେର, ଭିକାରି ମେହେର, କାର୍ତ୍ତିକ ମେହେର, ହରିଶଙ୍କର ମେହେର, ଡୋଳାମଣି ମେହେର, ନିତ୍ୟାନନ୍ଦ ମେହେର, ଉମେଶ ମେହେର, ହୃଷିକେଶ ମେହେର, ସୁଜିତ ସାହୁ, ଦେବକିଶୋର ସାହୁ, ଶୁକ୍ରୁ ମେହେର, ବବି ମେହେର, ହେମନ୍ତ ମେହେର, ଦର୍ଶନୀ ତରିଆ, ଉଦୟନାଥ ମେହେର, ହୃଦାନନ୍ଦ ମେହେର, ସନତ ମେହେର, ମୋନଜ ମେହେର, ଘନଶ୍ୟାମ ସେଠୀ, ସୁଶାନ୍ତ ମେହେର, ପ୍ରମୋଦ ଝାଙ୍କର, ରାମଚନ୍ଦ୍ର ବେହେରା, ଚନ୍ଦନ ପଣ୍ଡା, ଛବି ମେହେର, ନରେନ୍ଦ୍ର ମେହେର, କାଳିଆ ଭୋଇ, ଡୋଲକ୍ଷମଣୀ ମେହେର, ସଞ୍ଜୀବ ମେହେର, ଅଜୟ କୁମାର ମେହେର, ସନ୍ତୋଷ ମେହେର, ଦୋଳଗିବିନ୍ଦ ମେହେର, ଧୀରେନ ପୁରୋହିତ, ଗୋପାଳ ମେହେର, ନବୀନ ମେହେର, ଡୁଲା ମେହେର, ‘ସମ୍ବାଦ’ ପ୍ରତିନିଧି ନବକିଶୋର ମେହେର ରକ୍ତଦାତା ରକ୍ତଦାନ କରିଥିଲେ।