ରାୟଗଡା: ରାୟଗଡା ସ୍ଥିତ ଲାୟନ୍ସ କ୍ଲବରେ ଆମ ଓଡିଶା, ଲାୟନ୍ସ କ୍ଲବ ଓ ଜେମସର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲାୟନ୍ସ କ୍ଲବର ସଭାପତି ଭି. ଭସ୍କର ରାଓ, ସମ୍ପାଦକ ପ୍ରତାପ ଚନ୍ଦ୍ର ବାଉରି, କୋଷାଧ୍ୟକ୍ଷ କେ. ଶ୍ରୀନିବାସ ରାଓ, ଜି. ଶ୍ରୀନିବାସ ରାଓ, ସତ୍ୟବାଦୀ ପତି, ଏଲ. ଚନ୍ଦ୍ରଶେଖର, ଟି. ଜୟରାମ, ରମେଶ ଗାଲାନି, ଏଲ.ଚନ୍ଦ୍ର ମାଉଲି, ବୀରବାବୁ ଶ୍ରବଣମ୍, ଡଃ. ଏଲଏନ ସାହୁ, ଡଃ. ଭି.ଏଲ.ଏନ ରାଜୁ, ଡଃ. କେ.ଏମ.ଏମ କୁନନ୍ଦମ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ଡାକ୍ତର ମାନେ ସ୍ବେଚ୍ଛାସେବୀଙ୍କୁ ରକ୍ତଦାନର ମହତ୍ବ ସମ୍ପର୍କରେ ବୁଝାଇଥିଲେ। ରକ୍ତର କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ। ରକ୍ତଦାନ କରି ଜଣକର ଜୀବନ ବଞ୍ଚାଇବା କେତେ ଧର୍ମକାମ ତାହା ଜଣେ ରକ୍ତଦାନ କରି ଜାଣି ପାରିବ ବୋଲି କୁହାଯାଇଥିଲା। ଏହି ରକ୍ତଦାନ ଶିବିରରେ ମୋଟ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ରକ୍ତଦାତା ମାନେ ହେଲେ- କେ.ଚନ୍ଦ୍ର ଶେଖର, ଜି. ଶ୍ରୀନିବାସ ରାଓ, ଡଃ. ଲକ୍ଷ୍ମୀ ନାରାୟଣ ସାହୁ, ବି. ବାବୁରାଓ ମହାନ୍ତି, ପ୍ରଶାନ୍ତ କୁମାର ରାଉତ, କେ. ପ୍ରଶାନ୍ତ କୁମନ୍ଦନ, ସ୍ବପ୍ନଶ୍ବର ଖଡଗରାୟ, ଡଃ. କୁମାର ରାଜୁ, ଏସ. ନରସିଂହ ମୂର୍ତ୍ତି, କୃଷ୍ଣ ଚନ୍ଦ୍ର ପ୍ରଧାନୀ, ବ୍ରଜ କୁମାର, ଗଣେଶ ପ୍ରଧାନୀ, ମନୋଜ କୁମାର ବେହେରା, ରୂପେଶ କୁମାର ନିଶଙ୍କ, ଚିନାରି ବିଜୟ ମୋହନ, ସାଇ ଶ୍ରବଣ, କେ. କୁମାର ଆଚାରୀ, ଆର. ଗୌରୀ ଶାବନୀ, ଭି. ରାଜା, ଏଲ.ଏନ.ଏମ ବୀରବାବୁ, ସନ୍ତୋଷ ସାଗର ମହାନ୍ତି, ଭି. ମାଧବୀ, ରୀନା ବେହେରା, ଅର୍ଜୁନ କୁମୁରୁକା, ଭୁବନେଶ୍ବର କାଡ୍ରାକା, ସତୀଶ କୁମାର ଲୋଡି, ଜଗଦିଶ ପଣ୍ଡା, ଗୀତାଞ୍ଜଳି ପାତ୍ର, ନେହରୁ ଗାଡଲା, କେ. ସୁରେଶ, ଶ୍ରୀହରି ମୋହିଙ୍ଗି, ଦୂର୍ଗା ଦୋରା, ଡାଲି ରାଜୁ ବାସିନା, ଏଲ. ଶଙ୍କର ରାଓ, ଜେ. ଭେନୁଗୋପାଲ, ଟି. ଭିଙ୍କେଟ ରାଓ, ଆର. ରୋହିତ କୁମାର, ଦଶରଥ ରାମାରାଓ, ଡଃ. ସୁଦର୍ଶନ ରାଓ, ବି. ଗଙ୍ଗାଧର, ଅଷ୍ଟମୀ ନାୟକ, ଅନିରୁଦ୍ଧ କୁମାର
ନାୟକ, ଗୋପାଳ ଚନ୍ଦ୍ର ସାହୁ, ଧୀରେନ୍ଦ୍ର କୁମାର, ସି. ବାସୁଦେବ ରାଓ, ଏମ. ପ୍ରଭାକର ନାଇଡୁ, ପବିତ୍ର
ବାଟରିଆ, ଜି. ଶୁଭ ଶଙ୍କର, ବିଚିତ୍ର କୁମାର ଦାସ, ନିଶା କୁକୁରଜା, ସ୍ନେହା କୁକୁରଜା, ସର୍ବେଶ୍ବର ଦାସ, ଡି. ଭାସ୍କର, ବି. ଚନ୍ଦ୍ରା ରାଓ, ସୁଶାନ୍ତ କୁମାର ସାହୁ, ମଳୟ ରଞ୍ଜନ ମହାଙ୍କୁଡ, ପ୍ରମିତ ମିଶ୍ର, ମନୋଜ କୁମାର ସାହୁ, କେ. ପ୍ରଶାନ୍ତ କୁମାର, ଏ. ଭାସ୍କର ଗୁପ୍ତା, ଏ. ଗଣେଶ କୁମାର, ରାମକୃଷ୍ଣ ପଟନାୟକ, ଏ. ଶ୍ରବଣ କୁମାର, ବାଦଲ ସେନାପତି, କେ. କେ. ନଟରାଜ, ତ୍ରିପତୀ ସାହୁ। ଏହି ରକ୍ତଦାନ ଶିବିରକୁ ଜିଲ୍ଲା ପ୍ରତିନିଧି ତଥା ଆମ ଓଡିଶାର ସଂଯୋଜକ ପ୍ରମେନ୍ଦ୍ର ପରିଛା ପରିଚାଳନାରେ ସହଯୋଗ କରିଥିବା ବେଳେ ରକ୍ତ ସଂଗ୍ରହରେ ଡଃ. ଗୌତମ ପଟନାୟକ, ଏଲଟି ବି. କିଶୋର କୁମାର, ଶଙ୍କର ତାଡଙ୍ଗି, ହେମନ୍ତ ନାଗ, ଦେବୀ ଏଲୁରୁ, ଚାନ୍ଦନୀ ଏଲୁରୁ, ଏନ. ଭାର୍ଗବୀ ପ୍ରମୁଖ
ସହଯୋଗ କରିଥିଲେ।