ସୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କମରପୁରସ୍ଥିତ ପାର୍ଟିର କାର୍ଯ୍ୟାଳୟରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶିବିରକୁ ବରିଷ୍ଠ ବିଜେପି ନେତା ରାକେଶ କୁମାର ମଲ୍ଲିକ, ବାହାନଗା ବ୍ଲକ ଅଧକ୍ଷା ସରସ୍ୱତୀ ମହାଳିକ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମିହିର ପାଣି ଓ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ବସନ୍ତ କୁମାର ଉପାଧ୍ୟାୟ ଉପସ୍ଥିତ ରହି ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ବିଜେପିର ଜିଲ୍ଲା ଉପସଭାପତି ପର୍ଶୁରାମ ବେହେରା, ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଚନ୍ଦ୍ର ଦାସ, ମନୀଷା ଚିନ୍ମୟୀ ବେହେରା, ସରପଞ୍ଚ ମନୋରମା ମଲ୍ଲିକ, ଆଇନଜୀବୀ କାହ୍ନ ଚରଣ ବେହେରା ଓ ଆଇନଜୀବୀ ରାଜାରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଡା ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଲ୍ୟାବ ଟେକ୍ନିସିଆନ ଜଗନ୍ନାଥ ପଣ୍ଡା, ଜ୍ୟୋତିଶ ପ୍ରଧାନ, ସବନମ ଦାସ, ଅଜୟ କୁମାର ମହାପାତ୍ର, ସନ୍ତୋଷ ଜେନା, ସସ୍ମିତା ସାହୁ ଓ ଅନନ୍ୟା ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
ଜୟନ୍ତ କୁମାର ସ୍ୱାଇଁ, ସଞ୍ଜୀବ ରାଉଳ, ପୂଜା ତରେଇ, ଅନୁସୟା ବେହେରା, ଉର୍ମିଳା ବିଶ୍ୱାଳ, ହେମଳତା ପଲେଇ, କଳ୍ପନା ନାୟକ, ସୌରଭ ମହାନ୍ତି, ସଂଗ୍ରାମ ମହାପାତ୍ର, ପୁରଞ୍ଜନ ପଣ୍ଡା, ହରେକୃଷ୍ଣ ଗୁପ୍ତା, ଈଶ୍ୱର ଚନ୍ଦ୍ର ବେହେରା, ବିଜୟ କୁମାର ପଣ୍ଡା, ପ୍ରଭାକର ନାୟକ, ସୋର ସମ୍ବାଦ ବ୍ଲକ ପ୍ରତିନିଧି ଗୌରୀଶଙ୍କର ଘଡେଇ ଓ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରୁ ୭୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ରକ୍ତଦାତା ଜୀବନ ଦାତା :- ମାୟାଧର ବେହେରା, ପ୍ରଫୁଲ କୁମାର ରାଉଳ, ରାକେଶ କୁମାର ମଲ୍ଲୀକ, ରବୀନ୍ଦ୍ର ନାଥ ମହାଳିକ, ଉପେନ୍ଦ୍ର କୁମାର ମଲ୍ଲିକ, କରୁଣାକର ମଲ୍ଲୀକ, ପ୍ରୀତିଶ କୁମାର ନାୟକ, ଆଶିଷ କୁମାର ନାୟକ, ସୁବ୍ରତ ସାହୁ, ରୋପାୟ ରଞ୍ଜନ ନାୟକ, ଶ୍ରୀକାନ୍ତ ମହାରଣା, ଶ୍ରୀଧର ମହାପାତ୍ର, ଶୁଭଜିତ ସାମନ୍ତ, ବସନ୍ତ ପଣ୍ଡା, ମାଧବାନନ୍ଦ ବେହେରା, ରାଜେଶ କୁମାର ବେହେରା, ଚିତ୍ତରଞ୍ଜନ ଧଡା, ଅମର କୁମାର ବେହେରା, ଭଜହରି ପୃଷ୍ଟି, ଅଶୋକ କୁମାର ବାରିକ, ରମାକାନ୍ତ ପାତ୍ର, ଦିବାକର ପଣ୍ଡା, ମିହିର ପାଣି,ମାନଶ କୁମାର ବାରିକ, ରମେଶ ବେହେରା, ସଞ୍ଜୟ କୁମାର ପଣ୍ଡା, ମନ୍ମଥ ନାୟକ, ଜନାର୍ଦ୍ଦନ ବେହେରା, ସ୍ୱାଧୀନତା ଭାରତ ମଲ୍ଲୀକ, ଜୟନ୍ତ କୁମାର ମହାନ୍ତି, ଶରତ ଦାସ, ସଞ୍ଜୟ କୁମାର ବାଗ, ସୁଶାନ୍ତ ଦାସ, କମଳାକାନ୍ତ ରାଉତ, ସୁଶାନ୍ତ ରାଉତ, ପ୍ରଦୀପ ଦାସ, ଭରତ ମଲ୍ଲୀକ, ମାଧବ ଧଡ଼ା, ସୁରେଶ କୁମାର ବେହେରା, ବରେନ୍ଦ୍ର ମହାଳିକ, ସୌମ୍ୟଜିତ ଦାସ, ଗୌତମ ବେହେରା, ନବକିଶୋର ନାୟକ, ଶଙ୍କର ଦାସ, ବାଞ୍ଛାନିଧି ରାଉତ, ନବ କୁମାର ବିଶ୍ୱାଳ, ମନୋରଞ୍ଜନ ନାୟକ, କୁସ ଚନ୍ଦ୍ର ଗୁପ୍ତା, ଶଶିକାନ୍ତ ରାଉତ, ଅନୁପମ ଦାସ, ଗିରିଜା ଶଙ୍କର ଧଡ଼ା, ବିକ୍ରଦିତ୍ୟ ବୈଶାଖ, ସତ୍ୟରଞ୍ଜନ ମହାନ୍ତି, ବସନ୍ତ ପାତ୍ର, ସୁରେଶ ମହାପାତ୍ର, ଲକ୍ଷ୍ମୀଧର ରାଉତ, ଚନ୍ଦ୍ରକାନ୍ତ ମହାପାତ୍ର, ଶୋବନ କୁମାର ଦାସ, ଈଶ୍ୱର ଚନ୍ଦ୍ର ବେହେରା, ସୌମ୍ୟରଂଜନ ନାୟକ, ଲକ୍ଷ୍ମୀଧର ବିଶ୍ୱାଳ, ମନୋରଞ୍ଜନ ଧଡା, ଭାବନୀ ଶଙ୍କର ଶିଅଳ, ଅସିତ କୁମାର ଦାସ, ରମେଶ ଚନ୍ଦ୍ର ଭୋଇ, ନରେନ୍ଦ୍ର ସାମଲ, ସୁରେଶ ପାତ୍ର ଓ ରଞ୍ଜନ କୁମାର ରାଉତ ।