ତ୍ରିକୁଟେଶ୍ୱର ଆଥଲେଟିକ କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉଡ଼ ପଞ୍ଚାୟତ ତ୍ରିକୁଟେଶ୍ୱର ଆଥଲେଟିକ କ୍ଲବ ପକ୍ଷରୁ ମହାଶିବରାତ୍ରି ଉପଲକ୍ଷେ ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ସାଉଡ଼ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ,ବଳଭଦ୍ର ମିଶ୍ର, ତ୍ରିଲୋଚନ ପଣ୍ଡା ଓ ମଧୁସୂଦନ ସିଅଳ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପଦ୍ମଲୋଚନ ମିଶ୍ର,ଦୟାନିଧୀ କର,ଗୋପାଳ କୃଷ୍ଣ ବେହେରା, ରାମଚନ୍ଦ୍ର ବେହେରା,ଶ୍ରୀନିବାସ ବାରିକ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

କ୍ଲବର ସଭାପତି ବିନୋଦ କୁମାର କର,ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ ଓ ଅକ୍ଷୟ କୁମାର ବାରିକ ଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲାଯ କ୍ଲବ ଉପସଭାପତି ମୁକ୍ତିକାନ୍ତ ନାଥ,ନୀଳାଦ୍ରି ବିହାରୀ ନାୟକ,ବିଶ୍ୱଜିତ କର,ମାନସ କର, ସୁଶାନ୍ତ କର,ବିଶ୍ୱଜିତ ନାୟକ,ତନ୍ମୟ ବାରିକ,ମଧୁସୂଦନ ନାୟକ ଓ ଉତ୍ତର ଓଡ଼ିଶା ସଂସ୍କରଣର ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ଶିବିରରୁ ୭୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଡା ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ବସନ୍ତ କୁମାର ଜେନା, ଜ୍ୟୋତିଶ ପ୍ରଧାନ, ବିନୋଦ ବିହାରୀ ଦାସ ଓ ସନ୍ତୋଷ କୁମାର ଜେନା ରକ୍ତ ସଂଗ୍ରହ କରିଥିଲେ। ପ୍ରଶାନ୍ତ କର,ସତ୍ୟରଞ୍ଜନ ବେହେରା,ମୋନରଞ୍ଜନ ରଣାଙ୍କ ସହ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶ୍ରୀ ନାୟକ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଦେଇଥିଲେ।

ରକ୍ତଦାତା ଜୀବନ ଦାତା-ଅକ୍ଷୟ କୁମାର ବାରିକ, ମନରଞ୍ଜନ ସିଅଳ, ରାଜେଶ କୁମାର ବାରିକ,ପରେଶ ଜେନା, ଅମରେନ୍ଦ୍ର ପତି, ଶ୍ରୀନିବାସ ବାରିକ,ରଞ୍ଜନ କୁମାର ସାହୁ,ବୃନ୍ଦାବତୀ ବେହେରା, ନିଷିକାନ୍ତ ମହାକୁଡ଼, ଜଗନ୍ନାଥ ସାହୁ,କାର୍ତ୍ତିକ ଚନ୍ଦ୍ର ସିଂ,ବଳରାମ ସେଠୀ, ବିନୋଦ କୁମାର କର,ମଧୁସ୍ମିତା ନାୟକ, ଭାଗ୍ୟଶ୍ରୀ କର,ଅଜୟ ପାଢ଼ୀ, ଶରତ ପଣ୍ଡା, କାର୍ତ୍ତିକ ଚନ୍ଦ୍ର ନାୟକ, ଅଜୟ ମହାନ୍ତି, ସଞ୍ଜୟ ମଲ୍ଲୀକ, ବିକାଶ ବେହେରା, କାର୍ତ୍ତିକ କୁମାର ସାହୁ, ରଘୁନାଥ ରାଉତ,ଜ୍ୟୋତିଶ ଶଙ୍କର ଦାଶ, ଅରବିନ୍ଦ ସ୍‌ୱ,ଶରତ ଚନ୍ଦ୍ର ସାହୁ, ରଶ୍ମିତା ସାହୁ, ରଶ୍ମିରଞ୍ଜନ ସାହୁ, ସୁବାସିନୀ ମୁଦୁଲି, ସୁଦର୍ଶନ ବାରିକ,ରତିକାନ୍ତ ସାହୁ,ଜୟରାମ ମଲ୍ଲୀକ,ମନୋରଞ୍ଜନ ରଣା,ବରେନ୍ଦ୍ର ନାୟକ,କମଳାକାନ୍ତ ବେହେରା, ଅଜୟ କୁମାର ବାରିକ, କାଳନ୍ଦୀ ମହାକୁଡ଼, ନିତ୍ୟାନନ୍ଦ ବେହେରା, ସସ୍ମିତା ବେହେରା, ସରୋଜ କୁମାର ବିଶ୍ୱାଳ, ଜନ୍ମେଜୟ ମହାଳିକ, ଅଶୋକ କୁମାର ସାହୁ, ଜୟନ୍ତ ସାହୁ, ସହଦେବ ମଲ୍ଲୀକ, ଅଜୟ ସିଅଳ,ମନମୋହନ କମିଳା, ସଂଗ୍ରାମ କୁମାର ଦାଶ, ସୁବ୍ରଜିତ ମୁଦୁଲି, ରାକେଶ ମିଶ୍ର, ଚନ୍ଦନ ନାୟକ,ଶ୍ରୀଧର ପରିଡ଼ା, ମୁକ୍ତିକାନ୍ତ ନାଥ, ଗୌରାଙ୍ଗ ସିଅଳ,ସରୋଜ କର, ଲମ୍ବୁଧର ସିଅଳ, ଲୋକନାଥ ପଣ୍ଡା,ମନ୍ମଥ ବେହେରା,ପ୍ରମୋଦ କୁମାର ପଣ୍ଡା, ଅଜୟ କୁମାର ଦାସ, ନୀଳାଦ୍ରି ବିହାରୀ ନାୟକ,ପ୍ରତାପ କୁମାର ନାୟକ, ତନ୍ମୟ ବାରିକ, ସୁଦାମ ମୁଦୁଲି, ସରୋଜ କୁମାର ବେହେରା, ଭରତ ମୁଦୁଲି, ସୁଶାନ୍ତ କର, ରାଜେନ୍ଦ୍ର ଦୀକ୍ଷିତ, ସଞ୍ଜୟ କୁମାର ପଣ୍ଡା, ରାଜେଶ କୁମାର ଜେନା,ରମେଶ ଚନ୍ଦ୍ର ବେହେରା,ଜ୍ଞାନ ରଞ୍ଜନ ଦାଶ, ମନ୍ମଥ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ଏକାଦୁଶି ସିଅଳ,ମଧୁସୂଦନ ନାୟକ,ଅଜିତ ସ୍ୱାଇଁ, ଶରତ ଦାସ, ପ୍ରଦୀପ କୁମାର ଜେନା ଓ କମଳ ଲୋଚନ ସାହୁ।

ସମ୍ବନ୍ଧିତ ଖବର