ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଫଳାଫଳ: ୱାର୍ଡ-୧୩ ରୁ ୱାର୍ଡ-୨୪

ୱାର୍ଡ: ୧୩ ଇତିଶ୍ରୀ ଦାସ (ସ୍ବାଧୀନ) ଭୋଟ୍‌: ୨୪୪୩, ଗୀତାଞ୍ଜଳି ବେହେରା (ବିଜେଡି) ଭୋଟ୍‌: ୧୭୩୩

ୱାର୍ଡ: ୧୪ ମୋନାଲିସା ସାହୁ (ବିଜେଡି) ଭୋଟ୍‌: ୧୮୮୨, ରଶ୍ମିରେଖା ଜେନା (ସ୍ବାଧୀନ) ଭୋଟ୍‌: ୧୪୪୬

ୱାର୍ଡ: ୧୫ ପିଙ୍କି ସ୍ବାଇଁ (ସ୍ବାଧୀନ) ଭୋଟ୍‌: ୧୬୭୭, ରାଜଲକ୍ଷ୍ମୀ ବେହେରା (ବିଜେଡି) ଭୋଟ୍‌: ୭୮୫

ୱାର୍ଡ: ୧୬ ଅଚ୍ୟୁତାନନ୍ଦ ସ୍ବାଇଁ (ବିଜେଡି) ଭୋଟ୍‌: ୨୦୨୯,  ପୁଷ୍ପଲତା ନାଥ (ବିଜେପି) ଭୋଟ୍‌: ୯୫୧

ୱାର୍ଡ: ୧୭ ପୂଜା ମହାରଣା (ବିଜେଡି) ଭୋଟ୍‌: ୨୦୨୩, ଜ୍ୟୋତ୍ସ୍ନାରାଣୀ ନାୟକ (ବିଜେପି) ଭୋଟ୍‌: ୯୮୭

ୱାର୍ଡ: ୧୮ ବିପ୍ଳବ ବେହେରା (ବିଜେଡି)ଭୋଟ୍‌: ୨୦୨୬, ଲୋକେଶ କୁମାର (ସ୍ବାଧୀନ) ଭୋଟ୍‌: ୧୯୪୨

ୱାର୍ଡ: ୧୯ ସ୍ମୃତିଶିଖା ବରିଶଲ (ବିଜେଡି) ଭୋଟ୍‌: ୧୨୦୨ , ବୈଜୟନ୍ତୀ ଜେନା (ବିଜେପି) ଭୋଟ୍‌: ୧୦୦୦

ୱାର୍ଡ: ୨୦ ପ୍ରେମାନନ୍ଦ ଜେନା (ବିଜେଡି) ଭୋଟ୍‌: ୧୨୩୧, କାଳନ୍ଦୀ ପ୍ରଧାନ (ସ୍ବାଧୀନ) ଭୋଟ୍‌: ୫୨୦

ୱାର୍ଡ: ୨୧ ପୂଜା ବେହେରା (ବିଜେଡି) ଭୋଟ୍‌: ୩୦୪୬, ସୁଚିତ୍ରା ବେହେରା (ବିଜେପି) ଭୋଟ୍‌: ୨୦୮୩

ୱାର୍ଡ: ୨୨ ମଞ୍ଜୁଲତା କହଁର (ବିଜେଡି) ଭୋଟ୍‌: ୪୨୩୨, ସୁମିତ୍ରା ନାୟକ (ବିଜେପି) ଭୋଟ୍‌: ୩୭୫୬

ୱାର୍ଡ: ୨୩ କିରଣବାଳା ମାଝୀ (ବିଜେଡି) ଭୋଟ୍‌: ୩୦୬୩, ଆରତି ଭୂୟଁା (ବିଜେପି) ଭୋଟ୍‌: ୩୦୨୭

ୱାର୍ଡ: ୨୪  ଦୀପକ କୁମାର ମିଶ୍ର (ସ୍ବାଧୀନ) ଭୋଟ୍‌: ୨୩୭୭, ପ୍ରତାପ କିଶୋର ସାହୁ (ବିଜେଡି)ଭୋଟ୍‌: ୧୯୮୧

ସମ୍ବନ୍ଧିତ ଖବର