ମହାକାଳପଡ଼ା: ମହାନଦୀର ପ୍ରଖର ତ୍ସୋତରେ ଭାସି ଗଲା ଡ଼ଙ୍ଗା। ୪ରୁ ୫ କିଲୋମିଟର ଯାଏ ଡ଼ଙ୍ଗା ଭାସି ଯାଇଥିବାବେଳେ ଡ଼ଙ୍ଗାଟିରେ ୩୦ ଜଣ ଯାତ୍ରୀ ରହିଥିଲେ।। ତେବେ ଡ଼ଙ୍ଗାଟିକୁ ଉଦ୍ଧାର କରିବା ପାଇଁ ମେରାଇନ ବୋଟ ପଠାଯାଇଥିବା ମହାକାଳପଡ଼ା ବିଡ଼ିଓ ସଚନା ଦେଇଛନ୍ତି।
ଭରା ନଦୀରେ ଡ଼ଙ୍ଗାଟିକୁ ଲଙ୍ଗର ପକାଯାଇ ରଖାଯାଇଥିଲା। ପାରାଦ୍ବୀପରୁ ମହାକାଳପଡ଼ା ବାହାକୂଦ ଘାଟକୁ ଆସିବା ସମୟରେ ବୋଟି ଭାସି ଯାଇଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/boat-1.jpg)