ରାଉରକେଲା: ରାଉରକେଲା ସହରର ଛେଣ୍ଡ ଅଞ୍ଚଳରେ ଥିବା କୋଅପରେଟିଭ୍ କଲୋନିର ଡି -୪୮ ନମ୍ବର କ୍ୱାର୍ଟରରେ ଆଜି ସନ୍ଦେହଜନକଭାବେ ମରିଥିବା ଦୁଇଜଣ ମହିଳାଙ୍କ ମୃତଦେହ ପୁଲିସ ଜବତ କରିଛି। ମୃତ ମହିଳାଦ୍ୱୟ ହେଉଛନ୍ତି ଶିକ୍ଷୟିତ୍ରୀ ଇଷ୍ଟର ଲେଙ୍କା ଓ ତାଙ୍କ ସମ୍ପର୍କୀୟ ଭାଣିଜୀ। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ ସାଇଣ୍ଟିପିକ୍୍ ଟିମ୍ ସହିତ ଘଟଣାର ତଦନ୍ତ କରୁଛି। ଏହାକୁ କେତେକ ଆତ୍ମହତ୍ୟା କହୁଥିବା ବେଳେ ଆଉ କେତେକ ଏହା ଏକ ହତ୍ୟାକାଣ୍ହ ବୋଲି କହୁଛନ୍ତି।
ପ୍ରାୟ ୩ ଦିନ ତଳୁ ଉଭୟଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ରାଉରକେଲା: ୨ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
/sambad/media/post_attachments/wp-content/uploads/2017/09/rkl-chhend-suicide.jpg)