ଯୁବତୀଙ୍କୁ ଦୁର୍ଷ୍କମ ଅଭିଯୋଗ

ଡୁଙ୍ଗୁରିପାଲି: ଶୌଚ ପାଇଁ ଯାଇଥିବା ବେଳେ ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୨୨ ତାରିଖ ଦିନ ଟେକି ନେଇ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଡବଲଙ୍ଗ ଗାଁର ଦୁର୍ଗେଶ ଧରୁଆ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏହାର ତଦନ୍ତ ଜାରି ରହିଛି ବୋଲି ଏସ୍‌ଆଇ ପ୍ରଦୀପ ପଧାନ କହିଛନ୍ତି।

ସମ୍ବନ୍ଧିତ ଖବର