ତହସିଲଦାରଙ୍କୁ ଦୁର୍ବ୍ୟବହାର : ସାମ୍ବାଦିକ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲଦାର ବନ୍ଦନା ଖଟୁଆଙ୍କୁ ଦୁର୍ବ୍ୟବହାର ଓ ଜୀବନରେ ମାରିଦେବା ଧମକ ଦେଇଥିବା ଅଭିଯୋଗରେ ଜିଲ୍ଳା ସାମ୍ବାଦିକ ସଂଘର ସଭାପତି ଆଦିତେଶ୍ବର ମିଶ୍ରଙ୍କୁ ପୁଲିସ ଗିରଫ କରି ବୁଧବାର ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ତାଙ୍କୁ ଜାମିନ ନମିଳିବାରୁ ବିଚାରଧୀନ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର