ରାୟଗଡ଼ା: ନଦୀରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାୟଗଡ଼ା: ଆଜି ସକାଳେ ନଦୀକୁ ଗାଧୋଇବାକୁ ଯାଇତିବା ବେଳେ ସୁଶାନ୍ତ ନାୟକ ନାମକ ଜଣେ ଛାତ୍ର ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି।
ଆଜି ସକାଳେ ସାଇପ୍ରିୟ ନଗରର ସୁଶାନ୍ତଙ୍କ ସମେତ ୩ ଜଣ ଶିଶୁ ଗାଧୋଇବାକୁ ନଦୀକୁ ଯାଇଥିବା ବେଳେ ସୁଶାନ୍ତ ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର