ମାଲକାନଗିରି: ବେଜାଙ୍ଗିଓ୍ଵାଡା ଅନ୍ତର୍ଗତ ଜାଙ୍ଗିଓ୍ଵାଡା ଜଙ୍ଗଲରେ ଗତ ସୋମବାର ସର୍ଚ୍ଚ ଅପରେସନ୍ ବେଳେ ବିଏସ୍ଏଫ୍ ଯବାନମାନେ ଅନେକ ମାଓ ସାମଗ୍ରୀ ଜବତ କରିଛି। ତେବେ ବିଏସ୍ଏଫ୍ ଯବାନ ସର୍ଚ୍ଚ ଅପରେସନ୍ କରୁଥିବା ସମୟରେ ଏକ ଲୁକ୍କାୟିତ ଗୁମ୍ଫା ଭଳି ଥିଲା। ସେଥି ମଧ୍ୟରୁ ଅନେକ ମାଓସାମଗ୍ରୀ, ଦେଶୀ ବନ୍ଧୁକ ଓ ବିସ୍ଫୋରକ ଠାବ କରାଯାଇଛି। ବିଏସ୍ଏଫ୍ ଯବାନ ଜବତ କରିଥିବା ମାଓସାମଗ୍ରୀ ମଧ୍ୟରେ ଏକେ ୪୭ ମାଗାଜିନ୍, ୭.୬୨ ଏମଏମ୍ ରାଉଣ୍ଡ(ଏକେ), ହାତ ତିଆରି ବୋମା, ଦେଶୀ ବନ୍ଧୁକ, ଜିଲେଟିନ୍, ଇଲେକ୍ଟ୍ରି ଡିଟୋନେଟର ଓ ନନ୍ ଇଲେକ୍ଟ୍ରି ଡିଟୋନେଟର ଆଦି ରହିଛି।
ବେଜାଙ୍ଗିଓ୍ଵାଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ବିଏସ୍ଏଫ୍ ଯବାନ ଜବତ କଲା ଅନେକ ମାଓସାମଗ୍ରୀ
/sambad/media/post_attachments/wp-content/uploads/2018/05/000-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)