ଭୁବନେଶ୍ବର: ଆପଣଙ୍କର ଯଦି ଶ୍ରୀଜଗନ୍ନାଥଧାମ ପୁରୀରେ ଗୋଟିଏ ଘର ପାଇଁ ସ୍ବପ୍ନ ଅଛି, ଏହାକୁ ପୁରଣ କରିବାକୁ ଯାଉଛନ୍ତି ସାପ୍ ରିଏଲଏଷ୍ଟେଟ। ମେରାଇନ ଡ୍ରାଇଭ-ମାଳତୀପାଟପୁର ୩୧୬ ନମ୍ବର ଜାତୀୟ ରାଜପଥ ଲିଙ୍କ ରୋଡ ନିକଟରେ ପ୍ରସ୍ତୁତ ହେଉଛି ୧୦୦ ଏକର ବିଶିଷ୍ଟ ଏକ ନୂଆ ଟାଉନସିପ। ଏଥିରେ ରହିଛି ୭୦୦ଟି ସିମ୍ପ୍ଲେକ୍ସ ଓ ୩୫୦ଟି ଡୁପ୍ଲେକ୍ସ ଘର। ଏହାବ୍ୟତୀତ କେବଳ ପ୍ଲଟ କିଣିବାର ବ୍ୟବସ୍ଥା ମଧ୍ୟ ରଖାଯାଇଛି ବୋଲି କମ୍ପାନି ତରଫରୁ ସୂଚନା ଦିଆଯାଇଛି |

Advertisment

ନୂଆବର୍ଷ ଉପଲକ୍ଷେ ସାପ୍ ରିଏଲଏଷ୍ଟେଟ ପ୍ରତି ବୁକିଂ ଉପରେ ୧୦ ଗ୍ରାମର ସ୍ଵର୍ଣ୍ଣମୁଦ୍ରା ଉପହାର ଦେଉଛନ୍ତି। ଏହି ଅଫରର ସୁବିଧା ଗ୍ରାହକମାନେ ଜାନୁଆରି ୧୦ ତାରିଖ ମଧ୍ୟରେ ବୁକିଂ କଲେ ପାଇପାରିବେ। ଏହାସହିତ ସାପ୍ ତରଫରୁ ବିନା ସୁଧରେ ଘର କିଣିବା ପାଇଁ ଋଣ ମଧ୍ୟ ଦିଆଯାଉଛି। ବୁକିଂ କରିବା ପାଇଁ ଆପଣ ୮୩୩୮୦୮୩୩୩୮ ( 8338083338)  ଓ ୭୦୭୭୧୩୫୩୯୧ ( 7077135391) ନମ୍ବରରେ ଯୋଗାଯୋଗ କରିପାରିବେ।