ଟ୍ରେନରୁ ଖସି ବ୍ୟବସାୟୀ ମୃତ

ଟ୍ରେନରୁ ଖସି ବ୍ୟବସାୟୀ ମୃତ

sisat

ଧର୍ମଶାଳା: ଚଳନ୍ତା ଟ୍ରେନ୍‌ରୁ ଖସି ଧର୍ମଶାଳା ବ୍ଲକ୍ ଥାନୁଆଳ ଗ୍ରାମର ପେଡ଼ା ବ୍ୟବସାୟୀ ଅଜୟ ଦୋରା (୫୫)ଙ୍କ ମୃତ୍ୟୁ ହୋଇଛି।

ଗତକାଲି ରାତିରେ ସେ ହରିଦାସପୁର ଷ୍ଟେସନ ନିକଟରେ ଅସାବଧାନତା ଯୋଗୁଁ ତଳକୁ ଖସିପଡ଼ିଥିଲେ। ଟ୍ରେନ୍ ତାଙ୍କ ଗୋଡ଼ ଉପରେ ଚଢ଼ି ଚାଲିଯାଇଥିଲା। ରାତି ହୋଇଥିବାରୁ ଏ ସଂପର୍କରେ କେହି ଜାଣିପାରି ନଥିଲେ। ଖବରପାଇ ଆଜି ସକାଳେ ପରିବାର ଲୋକ ମୃତଦେହକୁ ଘରକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe