ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କୁନ୍ଦୁରୁୁସିଂହା ନିକଟରେ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତ କାର ଡ୍ରାଇଭରଙ୍କ ନାମ ହେଉଛି ସୁରୁ ପଟେଲ( ୪୦ ବର୍ଷ)। ଖବରପାଇ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ମଧ୍ୟ ସେହି ସମାନ ସ୍ଥାନରେ ବୋଲେରୋ ଧକ୍କାରେ ଦୁଇ ଜଣ ବାଇକଆରୋହୀଙ୍କର ମୃତ୍ୟୁ ଘଟିଥିଲା।
ଝାରସୁଗୁଡ଼ା: ବସ-କାର ଧକ୍କା, କାରଚାଳକ ମୃତ
/sambad/media/post_attachments/wp-content/uploads/2018/02/jharsuguda-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)