ସଇଁତଳା: ଗତକାଲି ରାତିରେ ସଇଁତଳା ଗୋଳବାରୁଦ କାରଖାନାର ୫ ଜଣ କର୍ମଚାରୀ ଏକ କାର ଯୋଗେ ସଇଁତଳାରୁ କାରଖାନାକୁ ଫେରୁଥିବା ବେଳେ ରାସ୍ତା ଉପରେ ବ୍ରେକ୍ ଫେଲ ହୋଇଥିବା ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ନିଲୁ ଭୋଇ (୩୬ ବର୍ଷ) ଓ ଗୋପୀନାଥ ଭୋଇ( ୩୭)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତକମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ସଇଁତଳା: ଟ୍ରାକ୍ଟରକୁ ପିଟିଲା କାର, ୨ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2017/09/Accident_Sambad-Graphic-2.jpg)