ପୁରୀ: ଶନିବାର ଡା.ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ପୁରୀ ସିଡିଏମ୍‌ଓ ଭାବେ ନୂତନ ନିଯୁକ୍ତି ମିଳିଛି। ତେବେ କାର୍ଯ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାର ୪ଜଣ ଡାକ୍ତର ନିଲମ୍ବିତ ହୋଇଛନ୍ତି। ଏମାନେ ହେଲେ ଡାକ୍ତର ଜାକେଶ ସାମନ୍ତରାୟ, ଡା ବାପୁଜୀ ନାୟକ, ଡା ଜାହାନ ପରବୀନ ଓ ଡା ଜସ୍ମୀନ ନିଳିମା ପଣ୍ଡା।