ରାସ୍ତାକଡ଼ରୁ ଉଦ୍ଧାର ଶିଶୁ ବାତ୍ସଲ୍ୟ ଶିଶୁ ଯତ୍ନ ଅନୁଷ୍ଠାନକୁ ହସ୍ତାନ୍ତର 

ଭଦ୍ରକ: ଚରମ୍ପା ଲଷ୍ମୀନାରାୟଣ ମନ୍ଦିର ନିକଟରେ ଉଦ୍ଧାର ଶିଶୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାୟାଳୟରୁ ସୁସ୍ଥ ଅବସ୍ଥାରେ ନିର୍ବାହ ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦେଶ କ୍ରମେ ଆସିୟାନ୍‌ ସଂଯୋଜକ ରିଆଜ଼ ଅହେମଦ୍‌ କର୍ମକର୍ତ୍ତା ବିକାଶ ରାଉତ, ଶିବାନୀ ପାତ୍ର, ନାଫିଷା ଖାତୁନଙ୍କ ଉପସ୍ଥିତିରେ ବାତ୍ସଲ୍ୟର ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଦିଗନ୍ତ ବେହେରା ଓ ପଲକ ଜ୍ୟୋତି ପରିଆଡିଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର