ଜୟପୁର: ଭୁବନେଶ୍ବରରୁ ଜଗଦଲପୁର, ଜଗଦଲପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଚାଳୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଇଷ୍ଟକୋଷ୍ଟ ରେଳୱେ ପକ୍ଷରୁ ୨ଟି ଅଣସଂରକ୍ଷିତ କୋଚ ଲଗାଇବାକୁ ଘୋଷଣା କରାଯାଇଛି। ଗୋଟିଏ ସେକଣ୍ଡ କ୍ଲାସ୍ ସିଟିଂ କୋଚ (ଡି/୩) ଓ ଅନ୍ୟଟି ଦିବ୍ୟାଙ୍ଗଜନ ସୁବିଧା ରହିତ କୋଚ (ଡିଏଲ/୧)।

Advertisment

publive-image Sambad

ଏହି ଅଣସଂରକ୍ଷିତ କୋଚ ଗୁଡ଼ିକର ଭଡ଼ା ମେଲ୍ ଏକ୍ସପ୍ରେସ ଭଳି ନିଆଯିବ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ସାଧାରଣରେ ସ୍ବାଗତ କରାଯାଇଛି।