ପାରାଦୀପରେ ୫୦ କିଲୋ ଗଂଜେଇ ଜବତ

ପାରାଦୀପ: ପାରାଦୀପ ପ୍ରବେଶ ପଥ କୁହାଯାଉଥିବା ଭୂତମୁଣ୍ଡାଇ ଛକ ନିକଟରୁ ଆଜି ୫୦କିଲୋ ଗଞ୍ଜେଇ ଜବତ କରିଛି ପାରାଦୀପ ଅବକାରୀ ବିଭାଗ। ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ କାର (ଓଡି୦୨କେ-୦୩୫୫)ରେ ଏହି ଗଞ୍ଜେଇ ଥିବା ବେଳେ ପାରାଦୀପ୍ ଅବକାରୀ ବିଭାଗ ଗାଡି ସହ ଗଞ୍ଜେଇକୁ ଜବତ କରିବା ସହ ଗାଡି ଟିକୁ ପାରାଦୀପ୍ ପୁଲିସର ଜିମା ଦେଇଥିବା ଜଣାପଡିଛି। ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ଫେରାର ହୋଇଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର