ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୌର ପରିଷଦର ଉପାଧ୍ୟକ୍ଷ ନିର୍ବାଚନରେ ୧୨ ନମ୍ବର ୱାର୍ଡ଼ର ବିଜେଡି କାଉନସିଲର ଶୌର୍ଯ୍ୟ ରଂଜନ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ପୌର ନିର୍ବାଚନରେ ଶୌର୍ଯ୍ୟ ରଂଜନ ୬୯୩ଟି ଭୋଟ ପାଇ ପ୍ରତିପକ୍ଷ ବିଜେପି ପ୍ରାର୍ଥୀଙ୍କୁ ୧୮୧ଟି ଭୋଟରେ ହରାଇଥିଲେ।
ବିଜେପିର କାଉନ୍ସିଲର ପ୍ରାର୍ଥୀ ଜାନକୀ ବେହେରା ୫୧୨ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ବ୍ରହ୍ମା ବେହେରା ୩୮ଟି ଭୋଟ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Vice-chairman-Khordha-sourya-ranjan-Mahanty.jpeg)