କଟକ ମହାନଗର ନିଗମର ଷଷ୍ଠ କାଉନସିଲ ବୈଠକ ଆରମ୍ଭ

କଟକ: କଟକ ମହାନଗର ନିଗମର ଷଷ୍ଠ କାଉନସିଲ ବୈଠକ ଆରମ୍ଭ। ଏହି ବୈଠକରେ ମେୟର, କମିଶନର ଓ ସମସ୍ତ କର୍ପୋରେଟର ଉପସ୍ଥିତ ଅଛନ୍ତି। ବୈଠକ ୪୬ ନମ୍ବର ୱାର୍ଡ କର୍ପୋରେଟରଙ୍କ ଭାଇରଲ ଅଡିଓ ପ୍ରସଙ୍ଗ ଉଠିଛି। ପ୍ରଥମେ ଏହି ପ୍ରସଙ୍ଗରେ ଆଲୋଚନା ପରେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କର୍ପୋରେଟର ଜିଦ୍‌ କରି ଏହି ପ୍ରସଂଗ ଉଠାଇଛନ୍ତି।ସହରର ମୌଳିକ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ଅନାବଶ୍ୟକ ବିଷୟରେ ଖର୍ଚ୍ଚ ବନ୍ଦ କରାଯାଉଥିବା ଅଭିଯୋଗ ଆଣି ହୋ ହାଲ୍ଲା କରି କଳା ପତାକା ପ୍ରଦଶନ କରିଛନ୍ତି କର୍ପୋରେଟର।

ସମ୍ବନ୍ଧିତ ଖବର