କଟକ: କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କଠାରୁ ଲାଞ୍ଚ ନେଇ ୨ ଜଣ କର୍ମଚାରୀ ଧରାପଡ଼ିଥିବାର ଖବର ମିଳିଛି। ଏଦୁହିଁଙ୍କ ଭିତରୁ ଜଣେ ଡାକ୍ତରଖାନା କର୍ମଚାରୀ ଓ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଥିବା ଜଣାଯାଇଛି। ଶୀଘ୍ର ଅଲଟ୍ରାସାଉଣ୍ଡ କରାଇଦେବାକୁ କହି ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଟଙ୍କା ସହ ୨ ଜଣଙ୍କୁ ମଙ୍ଗଳାବାଗ ଥାନା ପୁଲିସ କାବୁ କରିଥିବା ସୂଚନା ମିଳିଛି।
କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ୨ କର୍ମଚାରୀ
/sambad/media/post_attachments/wp-content/uploads/2022/07/scbm.jpg)