କଟକ: କାଳୀପୂଜା ଭସାଣରେ ଅଘୋରି ନୃତ୍ୟ

କଟକ: କଟକରେ ପଶିଲେ ଅଘୋରି। କାଳୀପୂଜା ଭସାଣିରେ କଟକରେ ପାଦ ରଖିଲେ ଅଘୋରି। ଶେଖ ବଜାର ପୂଜା କମିଟି ପକ୍ଷରୁ ଏହି ଅଘୋରି ଟ୍ରୁପ ଉତ୍ତର ପ୍ରଦେଶରୁ କଟକ ଆସିଛନ୍ତି । ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣରେ ମହାଦେବଙ୍କ ଅଘୋରି ନୃତ୍ୟ ଦେଖାଇବା ପରେ ଆଜି କଟକରେ ଏହି ୫ ଜଣିଆ ଟ୍ରୁପ ଦେଖାଇଛନ୍ତି ଅଘୋରିଙ୍କ ନିଆରା ନୃତ୍ୟ। ଯାହାକୁ ଦେଖିବା ପାଲାଗିଛି ପ୍ରବଳ ଭିଡ। ଗୋଟିଏ ପଟେ କାଳୀ ଭସାଣି ଖୁବ ଯାକ ଯମକ ରେ ଜାରି ରହିଥଲା ବେଳେ ଅନ୍ୟପଟେ ଏହି ଅଘୋରି ଟ୍ରୁପ ଙ୍କ ଭସ୍ମ ନୃତ୍ୟ ବେଶ ଚିତାକର୍ଷକ ରହିଛି।

ସମ୍ବନ୍ଧିତ ଖବର