ପୁଣି ଥାନାରେ ଅଭିନେତା ଅନୁଭବ ମହାନ୍ତି

କଟକ: କଟକ ପୁରିଘାଟ ଥାନାରେ ବର୍ଷାଙ୍କ ନାଁରେ ଅନୁଭଵ ଦେଲେ ଏତଲା। ମୋ ଘରେ ରହି ବର୍ଷା ମୋ ବିରୁଦ୍ଧରେ ସଢଯନ୍ତ୍ର କରୁଥିବା ନେଇ ଅଭିଯୋଗରେ ଅନୁଭବ ଉଲ୍ଲେଖ କରିଛନ୍ତି।

ଏଥି ସହିତ ନିଜ ଅଭିଯୋଗରେ ଅନୁଭବ କିଛି ସିସିଟିଭି ଫୁଟେଜ୍‌କୁ ମଧ୍ୟ ନଜର ଦେବାକୁ କହିଛନ୍ତି ଯେଉଁଥିରେ ବର୍ଷା କିଭଳି ତାଙ୍କ ବିରୁଦ୍ଧରେ ଅନ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ଉଲେଖ ଅଛି ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର