ପୁଣି ତିଗିରିଆ ଅଶାନ୍ତ: ଫୁଟିଲା ବୋମା, ଗାଁରେ ପୁଲିସ ମୁତୟନ

ତିଗିରିଆ: ପୁଣି ଥରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳ ଅଶାନ୍ତି ପାଲଟିଲା। ଫୁଟିଲା ବୋମା, ଗାଁରେ ପୁଲିସ ମୁତୟନ।  ତିଗିରିଆ ଥାନା ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର  ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ପୂର୍ବରୁ ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଗୋଟିଏ ଗୋଷ୍ଠୀ  ଗାଁରେ  ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ଆଠଗଡ଼ ଏସଡିପିଓଙ୍କ ସମେତ ତିଗିରିଆ ପୁଲିସ୍ ସହିତ ଫୋର୍ସ ମୁତୟନ ହୋଇଛନ୍ତି। ଗାଁରେ ଏବେ ବି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।

ସମ୍ବନ୍ଧିତ ଖବର