କଟକ : ଆୟବର୍ହିଭୂତ ସମ୍ପତ୍ତି ମାମଲାରେ ଓମ୍ପିସ୍ଥିତ ଆର୍ଆଣ୍ଡବି ଦ୍ୱିତୀୟ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ପ୍ରଶାନ୍ତ କୁମାର ମହାପାତ୍ର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସିଡିଏସ୍ଥିତ ତାଙ୍କ ଘର, ଢେଙ୍କାନାଳସ୍ଥିତ ନିଜ ଘର ଓ ଭଡ଼ା ଘର, କାର୍ଯ୍ୟାଳୟ ଏବଂ ସମ୍ପର୍କୀୟଙ୍କ ଘରେ ୨୦୧୬ ମାର୍ଚ୍ଚ ୪ ତାରିଖରେ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା।
କୋଟିପତି କିରାଣି ଗିରଫ
/sambad/media/post_attachments/wp-content/uploads/2018/07/are.jpg)